Below header

ନ୍ୟାୟ ନପାଇବାରୁ ବିଧାନସଭା ସମ୍ମୁଖରେ ୨ଜଣ ଚାଷୀଙ୍କ ଆତ୍ମାହୂତି ଉଦ୍ୟମ, ସୁରକ୍ଷା କର୍ମୀ ମାନେ କଲେ କାବୁ

କେନ୍ୟୁଜ୍(ବ୍ୟୁରୋ): ବିଧାନସଭା ସମ୍ମୁଖରେ ୩ଜଣ ଚାଷୀଙ୍କ ଆତ୍ମାହୂତି ଉଦ୍ୟମ । ବିଧାନସଭା ଗେଟ ନିକଟରେ ଚାଷୀମାନେ ନିଜ ଦେହରେ କିରୋସିନ ଢାଳି ଆତ୍ମାହୂତି ଉଦ୍ୟମ କରିଛନ୍ତି। ଦୁଇ ଚାଷୀଙ୍କ ଘର ଆଠଗଡ଼ରେ ବୋଲି ସୂଚନା ମିଳିଛି ।

ଆତ୍ମହୂତି ଉଦ୍ୟମ ବେଳେ ସୁରକ୍ଷା କର୍ମଚାରୀ ସେମାନଙ୍କୁ ସଙ୍ଗେ ସଙ୍ଗେ  କାବୁ କରି ନେଇଛନ୍ତି। ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ପାଖରେ ସେମାନେ ସମସ୍ୟା ଜଣାଇଥିଲେ । ତେବେ ନ୍ୟାୟ ନ ପାଇବାରୁ ଆତ୍ମାହୂତି ଉଦ୍ୟମ କରିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.