Below header
Browsing Tag

farmers in problem

ଦୁଃଖରେ ମୟୁରଭଞ୍ଜ ଜିଲ୍ଲାର ଚାଷୀ: ବର୍ଷା ଓ କୂଆପଥର ମାଡ଼ରେ ନଷ୍ଟ ହୋଇଯାଇଛି ସମ୍ପୂର୍ଣ୍ଣ ଫସଲ, ଭାଙ୍ଗିଯାଇଛି ଘର

ରାଇରଙ୍ଗପୁର : କରୋନା ମହାମାରୀ ପାଇଁ ଲାଗୁ ହୋଇଥିବା ଲାକଡାଉନ ଚାଷୀଙ୍କୁ କନ୍ଦାଇଥିବା ବେଳେ ଏବେ କାଳ ବୈଶାଖୀ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ମୟୁରଭଞ୍ଜ ଜିଲ୍ଲାର ଚାଷୀ ଏବେ ହତାଶ। ଏକର ଏକର ଜମିରେ ଫଳିଥିବା ଫସଲକୁ ଚାହିଦା ଥିବା ବାହାର ମାର୍କେଟକୁ ନେଇ ନ ପାରି ଗାଁ ମାର୍କେଟରେ…

ଲଗାଣ ବର୍ଷା ପରେ ଦୁର୍ଦ୍ଦଶାରେ ଚାଷୀ, ଜୁଣିଆ ନାଳରେ ପାଣି ଭର୍ତ୍ତି, ଧାନ ଜମି ବାଲିଚର

ବାଙ୍କୀ: ଲଘୁଚାପ ଜନିତ ବର୍ଷାରେ ଧାନ ଫସଲ ନଷ୍ଟ । ଚାରିଆଡେ ଖାଲି ପାଣି ଆଉ ପାଣି । କଟକ ବାଙ୍କୀ ବ୍ଳକର ବଳଭଦ୍ରପୁର, ଜଗନ୍ନାଥପୁର ଓ ବୈଦେଶ୍ୱର ପଞ୍ଚାୟତ ଦେଇ ଯାଇଥିବା ଜୁଣିଆ ନାଳରେ ପାଣି ଭର୍ତ୍ତି ହୋଇ ଘାଇ ସୃଷ୍ଟି ହୋଇଛି । ଧାନ ଜମିରେ ବାଲିଚର ମାଡିଯାଇଛି । ଏବେ ବି ପାଣିର ସ୍ରୋତ…