Browsing Tag

father and son dead

ବିଦ୍ୟୁତ ଆଘାତରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଯାଜପୁର (କେନ୍ୟୁଜ): ବିଦ୍ୟୁତ ଆଘାତରେ ଚାଲିଗଲା ବାପ-ପୁଅଙ୍କ ଜୀବନ । ମାଆ ଗୁରୁତର। ଯାଜପୁର ରୋଡ଼ ଥାନା ବେଙ୍ଗପାଟିଆ ଗାଁରେ ଏହି ଅଘଟଣ ଘଟିଛି। ମୃତକ ଦୁଇ ଜଣ ହେଲେ ବାପା ଗଣେଶ ମଣ୍ଡଳ ଓ ପୁଅ ଆସୁ ମଣ୍ଡଳ। ମା ତୁଳସୀ ମଣ୍ଡଳଙ୍କୁ ଗୁରୁତର ଅବସ୍ଥାରେ ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଛି…

ଭଞ୍ଜନଗର: ରାତିରେ ଶୋଇଥିବା ବେଳେ କାମୁଡି ଦେଲା ବିଷାକ୍ତ କୀଟ, ବାପା ଓ ଝିଅଙ୍କ ମୃତ୍ୟୁ

ଭଞ୍ଜନଗର(କେନ୍ୟୁଜ୍): ବିଷାକ୍ତ କୀଟ କାମୁଡ଼ାରେ ବାପା ଓ ଝିଅଙ୍କ ମୃତ୍ୟୁ । ଗଞ୍ଜାମ  ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କାଞ୍ଜିଆପଲ୍ଲୀ ଗାଁରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ଶିବରାମ ନାୟକ ଏବଂ ତାଙ୍କର ୫ ବର୍ଷର ଝିଅ । ଶିବରାମ ଶଶୁର ଘର କାଞ୍ଜିଆପଲ୍ଲୀ ଗାଁକୁ ଆସିଥିଲେ । ରାତିରେ…