Browsing Tag

father statue

ଭଉଣୀ ବାହାଘରରେ ଭାଇ ଦେଲା ସରପ୍ରାଇଜ, ମୃତ ବାପାଙ୍କୁ ଜୀବନ୍ତ କରି ଦେଖାଇଲା

ବାପା ମା' ଙ୍କୁ ହରେଇବାର ଦୁଃଖ ଜୀବନ ସାରା ଭୁଲି ହୁଏ ନାହିଁ । ସମୟ ସିନା ସବୁ କ୍ଷତକୁ ଭରି ଦେଇପାରେ କିନ୍ତୁ ପିତାମାତାଙ୍କୁ ହରାଇଥିବା ସନ୍ତାନଟିଏକୁ ଜୀବନ ସାରା ଏହି ଦୁଃଖ ସହିତ ହିଁ ବଂଚିବାକୁ ହୁଏ । ଯେଉଁ ଘା' କୁ କେବେ ବି ଭରିହୁଏ ନାହିଁ । ଆଉ ଏମିତିରେ ଝିଅର ବିଭାଘରରେ ବାପା ମା'…