ଆପଲ୍ ୟୁଜର୍ସଙ୍କ ପାଇଁ ଖୁସି ଖବର, ଦେଶୀ ପବଜି ଗେମ୍ର ଏଥର ଉଠାଇପାରିବେ ମଜା
ଚାଇନା ଆପ୍ସକୁ ବ୍ୟାନ କରାଯିବା ପରେ ଦେଶରେ ପବଜି ପ୍ରେମୀଙ୍କ ଭାଳେଣି ପଡିଥିଲା। ଏଥିପାଇଁ ଦେଶୀ ଗେମ ପବଜି ଭଳି ପ୍ରଥମ ବ୍ୟାଟେଲ ଗେମ FAU-Gକୁ ଚଳିତ ବର୍ଷ ଜାନୁଆରୀ ୨୬ରେ ଗଣତନ୍ତ୍ର ଦିବସ ଉପଲକ୍ଷେ ଲଞ୍ଚ କରାଯାଇଥିଲା। ପବଜି ଗେମ୍କୁ ଟକ୍କର ଦେବା ପାଇଁ ଜାନୁଆରୀରେ ଫୌଜି ଗେମ୍ ଲଞ୍ଚ…