ଜାନୁଆରୀ ୨୬ରେ ଲଞ୍ଚ ହେବ ‘ଫୌଜି ଗେମ୍’, ଅକ୍ଷୟ କୁମାର ସେୟାର କଲେ ଆପ୍ ର ଆନ୍ଥେମ ଗୀତ
ଭାରତ ସରକାର ଅନେକ ଚୀନ ଆପ୍କୁ ବ୍ଯାନ କରିଦେଇଥିଲେ। ଏହି ଚୀନ ଆପ୍ ବନ୍ଦ ହେବା ପରେ ଅକ୍ଷୟ କୁମାର ଏକ ଗେମିଂ ଆପ୍ ଲଞ୍ଚ କରିଥିଲେ। ଯାହାର ନାମ ରଖାଯାଇଥିଲା ଫୌଜି। ଦେଶରେ ଏହି ଗେମର ଘୋଷଣା ସେହି ସମୟରେ ଆସିଥିଲା ଯେତେବେଳେ ଗଲଓ୍ବାନ ଘାଟିରେ ଭାରତ-ଚୀନ ମଧ୍ୟରେ ବିବାଦ ହୋଇଥିଲା। ବ୍ଯାନ…