ଭୁବନେଶ୍ୱର : ଅପରେସନ୍ ବେଳେ ଛାତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା, ଘରୋଇ ହସପିଟାଲରେ ପୋଲିସ୍ ମୁତୟନ
ଭୁବନେଶ୍ୱର : ଚିକିତ୍ସା ଅବହେଳାରୁ ଛାତ୍ରର ମୃତ୍ୟୁ ଅଭିଯୋଗ । ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ଏକ ଘରୋଇ ହସପିଟାଲରେ ଏବେ ଏହାକୁ ନେଇ ଭୀଷଣ ଉତ୍ତେଜନା ଲାଗି ରହିଛି । ପୋଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ମଧ୍ୟ ମୃତ ପିଲାର ବାପା ମା ଏବଂ ସ୍ଥାନୀୟ ବାସିନ୍ଦା ସେଠାରେ ଧାରଣାରେ…