Browsing Tag

february guidelines

ଆସିଲା ଫେବ୍ରୁଆରୀ ଗାଇଡଲାଇନ୍‌, ଏସବୁ କଟକଣା ହେଲା କୋହଳ

କେନ୍ୟୁଜ୍(ବ୍ୟୁରୋ): ଆସିଲା ଫେବ୍ରୁଆରୀ ଗାଇଡଲାଇନ୍‌ । କରୋନା ସଂକ୍ରମଣ କମୁଛି । କଟକଣା ସାମାନ୍ୟ କୋହଳ କଲେ ସରକାର ।  କମିଲା ନାଇଟ୍‌ କର୍ଫ୍ୟୁ ଅବଧି । ଏଣିକି ସବୁ ସହରାଞ୍ଚଳରେ ରାତି ୧୦ ଟାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗିବ । ପୂର୍ବରୁ ରାତି ୯ଟାରୁ ସକାଳ ୫ଟା ଯାଏ ଥିଲା ରାତ୍ରିକାଳୀନ…

ଅଧିକ ସମୟ ମାର୍କେଟ ଖୋଲିବାକୁ ମିଳିବ କି ଅନୁମତି? ଆଜି ଆସିବ ଫେବ୍ରୁଆରୀ ମାସର କୋଭିଡ୍‌ ଗାଇଡଲାଇନ୍‌

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ କୋହଳ ହେବ କି କଟକଣା ? ଆଜି ଆସିବ ଫେବ୍ରୁଆରୀ ମାସ ପାଇଁ କୋଭିଡ୍‌ ଗାଇଡଲାଇନ୍‌ । କଣ ହେବ ରୂପରେଖ । ଖୋଲିବ କି ସ୍କୁଲ, କଲେଜ ? ଅଧିକ ସମୟ ମାର୍କେଟ ଖୋଲିବାକୁ ଅନୁମତି ମିଳିବ କି ? ବର୍ତ୍ତମାନ କୋଭିଡ୍‌ ସ୍ଥିତି ଦେଖି ମୁକାବିଲା ରଣନୀତି କରିଛନ୍ତି…

ଦିନେ ଦୁଇଦିନ ମଧ୍ୟରେ ଆସିବ ଫେବ୍ରୁଆରୀ ଗାଇଡଲାଇନ୍, ହୋଇପାରେ କଟକଣା କୋହଳ

ଭୁବନେଶ୍ବର(କେନ୍ଯୁଜ୍): ଆସିବ ଫେବ୍ରୁଆରୀ ଗାଇଡଲାଇନ । ଦିନେ ଦୁଇଦିନ ମଧ୍ୟରେ ଆସିବ ଫେବ୍ରୁଆରୀ ଗାଇଡଲାଇନ । କ’ଣ ରହିବ ଫେବ୍ରୁଆରୀ ଗାଇଡଲାଇନ ତାରି ଉପରେ ନଜର । ଏବେ ଦୈନିକ ସଂକ୍ରମଣ ୫ ହଜାର ତଳେ ରହିଛି । ଅଧିକାଂଶରେ କଟକଣା କୋହଳ ହୋଇପାରେ । ସ୍କୁଲ ଓ କଲେଜ ଖୋଲିବା ଉପରେ ସରକାର କି…

ରାଜ୍ୟ ସରକାରଙ୍କ ଫେବ୍ରୁଆରୀ ଗାଇଡଲାଇନ୍‌: ବିବାହ ଓ ଶେଷକୃତ୍ୟରେ ୫୦୦ ଲୋକଙ୍କୁ ଅନୁମତି, ପହିଲାରୁ ଖୋଲିବ ଅଙ୍ଗନବାଡି

ଭୁବନେଶ୍ବର: ଆସିଲା ରାଜ୍ୟ ସରକାରଙ୍କ ଫେବ୍ରୁଆରୀ ଗାଇଡଲାଇନ୍‌ । ୧ ଫେବ୍ରୁଆରୀରୁ ଖୋଲିବ ଅଙ୍ଗନବାଡି କେନ୍ଦ୍ର । ବିବାହ ଓ ଶେଷକୃତ୍ୟରେ ୫୦୦ ଲୋକଙ୍କୁ ଅନୁମତି ମିଳିଛି । ଆବଦ୍ଧ ସ୍ଥାନରେ ୫୦ ପ୍ରତିଶତ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ଚାଲିପାରିବ । ସାଂସ୍କୃତିକ, ସାମାଚିକ, ଧାର୍ମିକଳ…