ବିଶ୍ୱର ସବୁଠୁ ଲମ୍ବା ପଥରେ ବିମାନ ଉଡାଇବେ ଏୟାର ଇଣ୍ଡିଆର ମହିଳା ପାଇଲଟ, ସୃଷ୍ଟି କରିବେ ଇତିହାସ
ପୁଣି ଥରେ ସ୍ୱର୍ଣ୍ଣିମ ତାଲିକାରେ ସ୍ଥାନ ପାଇବାକୁ ଯାଉଛି ଆଉ ଜଣେ ମହିଳାଙ୍କ ନାମ | ଏୟାର ଇଣ୍ଡିଆର ଜଣେ ମହିଳା ପାଇଲଟ ଇତିହାସ ପୃଷ୍ଠାରେ ସ୍ଥାନ ପାଇବାକୁ ଯାଉଛନ୍ତି । ବିଶ୍ବର ସବୁଠୁ ଲମ୍ବା ପଥ ଉତ୍ତରମେରୁ ଉପରେ ଉଡାଇବେ ବିମାନ । ଏହା ସହ ବିଜୟ ଧ୍ବଜା ବି ଉଡାଇବେ । ଉତ୍ତର ମେରୁରେ…