ପୁଣି ଭାଇରାଲ ହେଲା ମହିଳା ପୋଲିସଙ୍କ ଦବଙ୍ଗଗିରି, ଥାନାରେ ପୂରାଇ ନିର୍ଧୁମ ଛେଚିଲେ
ସୁବର୍ଣ୍ଣପୁର(କେନ୍ଯୁଜ୍): ପୋଲିସର ଦବଙ୍ଗଗିରି ଅଭିଯୋଗ। ଏନେଇ ଅଭିଯୋଗରେ ଛନ୍ଦି ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନାର ଜଣେ ମହିଳା ପୋଲିସ ଏସଆଇ। ସୂଚନା ମୁତାବକ ବିନା କାରଣରେ ଜଣେ ଯୁବକଙ୍କୁ ଥାନାକୁ ଡାକି ନିର୍ଧୁମ ମାଡ ମାରିଛନ୍ତି ପୋଲିସ ମାଡାମ। ଏନେଇ ଏସଆଇ ପ୍ରୀୟାଙ୍କ ମାଡରେ…