Browsing Tag

female lion

ମା’ ହେଲା ସିଂହୀ ରେୱା, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ନେଲେ ୩ ନୂଆ ସିଂହ ଶାବକ

ଭୁବନେଶ୍ୱର(କେନ୍ୟୁଜ୍‌): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦ୍ବିତୀୟ ଥର ମାଆ ହେଲା ସିଂହୀ ରେୱା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ନେଲେ ୩ ନୂଆ ସିଂହ ଶାବକ । ସିଂହୀ ରେୱା ୩ ଅଣ୍ଡିରା ଶାବକକୁ ଜନ୍ମ ଦେଇଛି । ପ୍ରସବ ପରେ ମାଆ ଗ୍ରହଣ ନ କରିବାରୁ NICUରେ ସିଂହୀ ଶାବକଙ୍କ ଚିକିତ୍ସା…

୪ ଶାବକଙ୍କୁ ଜନ୍ମ ଦେଲା ସିଂହୀ ‘ବିଜ୍‌ଲି’, ନନ୍ଦନକାନନରେ ୨୦କୁ ବୃଦ୍ଧି ପାଇଲା ସିଂହ ସଂଖ୍ୟା

ଭୁବନେଶ୍ୱର(କେନ୍ୟୁଜ୍): ୪ ଶାବକଙ୍କୁ ଜନ୍ମ ଦେଲା ସିଂହୀ ବିଜ୍‌ଲି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଆଫ୍ରିକୀୟ ସିଂହୀ ‘ବିଜ୍‌ଲି’ର ତୃତୀୟ ଗର୍ଭରୁ ୪ଟି ଶାବକ ଜନ୍ମ ହୋଇଛନ୍ତି। ଗତକାଲି ସିଂହ ସଫାରିରେ ଏହି ଶାବକ ଜନ୍ମଲାଭ କରିଛନ୍ତି। ଏବେ ଜନ୍ମିତ ୪ଟିଙ୍କୁ ମିଶାଇ ବିଜ୍‌ଲି ୩ଥର…

ନନ୍ଦନକାନନରେ ଆଖି ବୁଜିଲା ମାଇ ସିଂହୀ ଶ୍ୟାମା, ଗତ ତିନି ବର୍ଷ ହେବ ବିଭିନ୍ନ ପ୍ରକାର ରୋଗରେ ପୀଡିତ ଥିଲା

ଭୁବନେଶ୍ବର(କେନ୍ୟୁଜ୍):ନନ୍ଦନକାନନରେ ମାଇ ସିଂହୀ ଶ୍ୟାମାର ଆଜି ମୃତ୍ଯୁ ହୋଇଛି। ଏହାର ମୃତ୍ଯୁ ପରେ ଏମାନଙ୍କ ସଂଖ୍ୟା ୧୬କୁ ହ୍ରାସ ପାଇଛି। ଗତ ତିନି ବର୍ଷ ହେଲା ସିଂହୀ ଶ୍ୟାମା ଅସୁସ୍ଥ ଥିଲା । ତାର କାନ ପାଖରେ ଏକ ଟ୍ୟୁମର ହୋଇଥିଲା ତାକୁ ଅପରେସନ କରାଯାଇଥିଲା । ଏହା ପରେ ତାର ମଳଦ୍ବାର…