ମା’ ହେଲା ସିଂହୀ ରେୱା, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ନେଲେ ୩ ନୂଆ ସିଂହ ଶାବକ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦ୍ବିତୀୟ ଥର ମାଆ ହେଲା ସିଂହୀ ରେୱା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ନେଲେ ୩ ନୂଆ ସିଂହ ଶାବକ । ସିଂହୀ ରେୱା ୩ ଅଣ୍ଡିରା ଶାବକକୁ ଜନ୍ମ ଦେଇଛି ।

ଭୁବନେଶ୍ୱର(କେନ୍ୟୁଜ୍‌): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦ୍ବିତୀୟ ଥର ମାଆ ହେଲା ସିଂହୀ ରେୱା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ନେଲେ ୩ ନୂଆ ସିଂହ ଶାବକ । ସିଂହୀ ରେୱା ୩ ଅଣ୍ଡିରା ଶାବକକୁ ଜନ୍ମ ଦେଇଛି । ପ୍ରସବ ପରେ ମାଆ ଗ୍ରହଣ ନ କରିବାରୁ NICUରେ ସିଂହୀ ଶାବକଙ୍କ ଚିକିତ୍ସା ଚାଲିଛି । ରେୱା ନବଜାତ ଶାବକଙ୍କର ଯତ୍ନ ନେଉ ନଥିବାର ଦୃଶ୍ୟ ସିସିଟିଭି ଦୃଶ୍ୟରେ ଦେଖିବାକୁ ମିଳିଥିଲା । ଛୁଆମାନଙ୍କୁ ମା’ ଠାରୁ ଅଲଗା କରି ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରର ହ୍ୟାଣ୍ଡରିୟରିଂ କେନ୍ଦ୍ରକୁ ଆଣି ଲାଇଟରେ ରଖା ଯାଇଛି । ଶାବକ ୩ଟି ଜନ୍ମ ନେବା ପରେ ନନ୍ଦନକାନନର ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.