ଓଡ଼ିଶା- ଛତିଶଗଡ଼ ସୀମାରେ ଏନକାଉଣ୍ଟର: ୨ ମହିଳାଙ୍କ ସମେତ ୧୬ ମାଓବାଦୀ ନିହତ
ନୂଆପଡା : ୧୬ ମାଓବାଦୀ ନିପାତ । ଓଡ଼ିଶା- ଛତିଶଗଡ଼ ସୀମାରେ ବଡ଼ ଧରଣର ଏନକାଉଣ୍ଟର । ଏନକାଉଣ୍ଟରରେ ୨ ମହିଳା ମାଓବାଦୀଙ୍କ ସମେତ ୧୬ ମାଓବାଦୀ ନିହତ । ନୂଆପଡ଼ା ଓ ଗରିଆବନ୍ଦ ଜିଲ୍ଲା ସୀମା କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ଯବାନ-ମାଓବାଦୀ ଗୁଳିବିନିମୟ ହୋଇଛି । ସର୍ଚ୍ଚ ଅପରେସନରେ AK-47, SLR,…