Browsing Tag

female pickpocket gang

ଭୁବନେଶ୍ୱର ରସୁଲଗ଼ଡ ଅଞ୍ଚଳରେ ଲେଡି ପକେଟ୍‌ ମାର ଗ୍ୟାଙ୍ଗ୍‌କୁ ଧରିଲେ ସ୍ଥାନୀୟ ଲୋକେ

ଭୁବନେଶ୍ବର(କେନ୍ଯୁଜ୍):ରାଜଧାନୀରେ ଲେଡି ପକେଟ୍‌ ମାର ଗ୍ୟାଙ୍ଗ୍‌। ଭୁବନେଶ୍ୱର ରସୁଲଗ଼ଡ ଅ଼ଞ୍ଚଳରେ ଏହି ଗ୍ୟାଙ୍ଗ୍‌କୁ ଧରିଲେ ସ୍ଥାନୀୟ ଲୋକ। ଏହି ଗ୍ୟାଙ୍ଗ୍‌ର କିଛି ସଦସ୍ୟା ଯାତ୍ରୀଙ୍କ ବ୍ୟାଗ୍‌ରୁ ଲୁଟ୍‌ କରୁଥିବା ବେଳେ ଧରିଲେ ସ୍ଥାନୀୟ ଲୋକ। ଥାନାରେ ଅଭିଯୋଗ ପରେ ସହିଦନଗର ଥାନା…