ରାସ୍ତାରୁ ପଇସା ପାଇଲେ କୁହାଯାଏ ଭାଗ୍ୟଶାଳୀ, ଜାଣନ୍ତୁ କିପରି କରିବେ ଏହାର ଉପଯୋଗ
ରାସ୍ତାରେ ଚାଲୁଥିବା ବେଳେ କେବେ ଯଦି ଆମକୁ ତଳେ ପଡ଼ିଥିବା କୌଣସି ଟଙ୍କା କିମ୍ବା ପଇସା ମିଳିଯାଏ, ତ ଆମ ମନ ବହୁତ ଖୁସି ହୋଇଯାଏ। କିନ୍ତୁ କ'ଣ ଆପଣ ଜାଣିଛନ୍ତି କି, ଜ୍ୟୋତିଷଙ୍କ ଅନୁସାରେ ଏହାର ବହୁତ ବଡ଼ ମହତ୍ତ୍ୱ ରହିଥାଏ। ରାସ୍ତାରେ କେହି ଟଙ୍କା, ପଇସା ପାଇଲେ ଏହା ଶୁଭ ସଙ୍କେତ ହୋଇଥାଏ।…