Browsing Tag

FIFA U17 World Cup

ଫିଫା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ୍‌: ଜର୍ମାନୀକୁ ହରାଇ ଫାଇନାଲରେ ସ୍ପେନ୍‌

କେନ୍ୟୁଜ୍(ବ୍ୟୁରୋ): ଫିଫା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ । ଦ୍ୱିତୀୟ ସେମିଫାଇନାଲରେ ଜର୍ମାନୀକୁ ହରାଇ ଫାଇନାଲରେ ସ୍ପେନ୍‌ । ଜର୍ମାନୀକୁ ୧-୦ ଗୋଲରେ ହରାଇଲା ସ୍ପେନ୍‌ । ମ୍ୟାଚର ଶେଷ ମିନିଟ୍‌ରେ ଲୁସିଆ କୋରାଲେସଙ୍କ ଏକମାତ୍ର ଗୋଲ ବଳରେ ଏହି ମ୍ୟାଚ ଜିତିଛି ସ୍ପେନ୍‌ ।…

ଝିଅ ଭାରତ ବିଶ୍ୱକପ୍‌ ଦଳ ଅଧିନାୟିକା, ତାଙ୍କ ନାଁରେ ଚାଲିଛି ସଡ଼କ ତିଆରି ସେଥିରେ କୁଲି କାମ କରୁଛନ୍ତି ବାପା ମା

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଛି ୧୭ ବର୍ଷରୁ କମ୍‌ ଫିଫା ମହିଳା ଫୁଟବଲ ବିଶ୍ୱକପ୍। ଉଭୟ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଉ ସମ୍ମାନର କଥା। ଏଥିରେ ଭାରତୀୟ ଦଳ ଦୁଇଟି ମ୍ୟାଚ୍ ଖେଳି ସାରିଛି। ତେବେ ଦୁଇଟି ଯାକ ମ୍ୟାଚରେ ଭାରତୀୟ ମହିଳା ଦଳ ପରାସ୍ତ ହୋଇଛି। ଆୟାଜକ ଦେଶ ଭାବେ ଭାରତକୁ ଏହି…

ଇତିହାସ ରଚିଲେ ଅସ୍ତମ ଓରାଁ: ଭାରତୀୟ କ୍ୟାପଟେନଙ୍କ ନାରେ ହେବ ଷ୍ଟାଡିୟମ, ଘୋଷଣା କଲେ ଝାଡ଼ଖଣ୍ଡ ସରକାର

ଭୁବନେଶ୍ୱରରେ ଖେଳାଯାଉଥିବା ଫିଫା ଅଣ୍ଡର -୧୭ ମହିଳା ବିଶ୍ୱକପ ୨୦୨୨ ର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ବିଶ୍ୱ ଚାମ୍ପିୟନ ଆମେରିକା ଠାରୁ ଖରାପ ସ୍ଥିତିରେ ହାରିଥିଲା । ତଥାପି ଦଳର ଅଧିନାୟକ ଅସ୍ତମ ଓରାଁଙ୍କ ପରିବାର ଲୋକେ ବହୁତ ଖୁସି ଥିଲେ। କହିବାକୁ ଗଲେ ଅଷ୍ଟମ ବହୁତ ଗରିବ ଘରୁ ଆସିଛନ୍ତି।…