Browsing Tag

FIH

ହକି ମ୍ୟାଚରେ ସମ୍ବଲପୁରୀ ବାଜା, ବିଶ୍ବ ଦେଖିଲା ଓଡିଶାର କଳା ସଂସ୍କୃତି

ଭୁବନେଶ୍ବର(କେନ୍ୟୁଜ୍):  ଏଫଆଇଏଚ୍ ହକି କ୍ବାଲିଫାୟାର୍ସ ମ୍ୟାଚରେ ଦେଖିବାକୁ ମଳିଲା ମନ ପ୍ରଫୁଲ୍ଲିତ କଲାଭଳି ଦୃଶ୍ୟ।  ପଡିଆ ଭିତରୁ  ଶୁଭିଲା ଓଡିଶାର କଳା ସଂସ୍କୃତିର ଧୂନ୍। କଳିଙ୍ଗ ଷ୍ଟାଡିୟମରୁ ଅଗଣିତ ବିଦେଶୀ ହକି ପ୍ରେମୀ ଦେଖିଲେ ଓଡିଶାର ଲୋକକଳା। ଖେଳ ଆରମ୍ଭ ହେବା ପୂର୍ବରୁ  ଢୋଲ…

ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର ସିରିଜ୍

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର ସିରିଜ । ଭାରତୀୟ ପୁରୁଷ ଟିମ୍‌କୁ ଭେଟିବ ଋଷିଆ । ସେହିଭଳି ୨ ତାରିଖରେ ଭାରତୀୟ ମହିଳା ଟିମ୍‌କୁ ଭେଟିବ ଆମେରିକା । ଯେଉଁ ଦଳ ବିଜୟ ହେବ ସିଧା ଟୋକିଓ ଅଲମ୍ପିକ ପାଇଁ ଟିକେଟ ହାସଲ…