Below header
Browsing Tag

film director

ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର, ଡ଼ାକ୍ତରଖାନାରେ ଭର୍ତ୍ତି

କଟକ (କେନ୍ୟୁଜ): ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର । କଟକ ମଙ୍ଗୁଳି ଛକରେ ଟ୍ରକ୍ ପଛରୁ ପିଟିଲା ସୁଧାକରଙ୍କ କାର୍ । ତାଙ୍କ ଛାତି ଓ ମୁଣ୍ଡର ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ସୁଧାକାର ବାରିପଦାରୁ ସୁଟିଂ…

ହାତକୁ ଦି ହାତ ହେବେ ଅନୁଷ୍କା ଶେଟ୍ଟୀ, ଖୁବ୍‌ ଶୀଘ୍ର କରିବେ ବିବାହ !

ବାହୁବଲୀର ଫେମ୍‌ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ତାଙ୍କ ବିବାହ ଖବରକୁ ନେଇ ପୁଣି ଚର୍ଚ୍ଚାରେ ଅଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ଅନୁଷ୍କା ଶେଟ୍ଟୀ ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବେ। ଏହି ଅଭିନେତ୍ରୀ ନିର୍ଦ୍ଦେଶକଙ୍କ ସହ ଦୁଇଟି ହିଟ୍ ଫିଲ୍ମ କରିଛନ୍ତି। ଖବର ଅନୁଯାୟୀ ଅନୁଷ୍କା…