Browsing Tag

film ponniyin selvan

ରାଣୀ ନନ୍ଦିନୀ ଭୂମିକାରେ ଐଶ୍ୱର୍ଯ୍ୟା, ଫିଲ୍ମ ‘ପୋନ୍ନିୟିନ ସେଲଭନ’ର ନୂଆ ପୋଷ୍ଟର

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅପକମିଂ ଫିଲ୍ମ ପୋନ୍ନିୟିନ ସେଲଭନର ନୂଆ ପୋଷ୍ଟର ରିଲିଜ ହୋଇଛି। ଏହି ପୋଷ୍ଟର ଜରିଆରେ ଐଶ୍ୱର୍ଯ୍ୟାଙ୍କ ନୂଆ ଲୁକ୍‌ ଦେଖିବାକୁ ମିଳିବ। ଫିଲ୍ମର ଐଶ୍ୱର୍ଯ୍ୟା ନାମ ନନ୍ଦିନୀ ରହିଛି। ମଣିରତ୍ନମଙ୍କ ମଦରାନ ଟକିଜ୍‌ ଟ୍ଵିଟର ଆକାଉଣ୍ଟରେ ପୋଷ୍ଟର ସେୟାର କରାଯାଇଛି।…

ଫିଲ୍ମ ‘ପୋନ୍ନିୟିନ ସେଲଭମ’ ସେଟ୍‌ରୁ ଭାଇରାଲ ହେଉଛି ଐଶ୍ୱର୍ଯ୍ୟାଙ୍କ ଲୁକ୍‌

ନିର୍ଦ୍ଦେଶକ ମଣିରତ୍ନଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭମ’ରେ ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଦେଖିବାକୁ ମିଳିବ । ଏବେ ଏହି ଫିଲ୍ମର ଶୁଟିଂ ମଧ୍ୟପ୍ରଦେଶର ଓରଛାରେ ଚାଲିଛି । କିଛି ଦିନ ପୂର୍ବରୁ ଯେଉଁଠି ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ ସହ ପହଞ୍ଚିଥିଲେ । ଏଥିରେ ଐଶଙ୍କ ବ୍ୟତୀତ…