Below header
Browsing Tag

film puspa

ପୁଷ୍ପା ରାଜ୍‌ ଆସିବା ପୂର୍ବରୁ ଖେଳିଯାଇଛି ଉତ୍ସାହ, ରିଲିଜ୍‌ ପୂର୍ବରୁ ପ୍ରଶଂସକଙ୍କ ମୁହଁରେ ପୁଷ୍ପା.. ପୁଷ୍ପା

ପ୍ରଶଂସକମାନେ 'ପୁଷ୍ପା- ଦି ରୁଲ୍‌' ରିଲିଜକୁ ଅପେକ୍ଷା କରିଛନ୍ତି। ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମଣ୍ଡନାଙ୍କ ଫିଲ୍ମ ରିଲିଜ୍ ପୂର୍ବରୁ ମଧ୍ୟ ନିର୍ମାତାମାନେ ପ୍ରଶଂସକଙ୍କ ଉତ୍ସାହ ବଢ଼ାଉଛନ୍ତି । ଫିଲ୍ମର ପ୍ରଥମ ଗୀତ ରିଲିଜ୍ ହେବା ପୂର୍ବରୁ ଏହାର ରୋମାଞ୍ଚକର ପ୍ରୋମୋ ରିଲିଜ୍ ହେବା ମାତ୍ରେ…

ସବୁଜ ଶାଢି, ମଥାରେ ସିନ୍ଦୁର…‘ପୁଷ୍ପା ୨’ରୁ ରିଲିଜ୍‌ ହେଲା ଶ୍ରୀବଲ୍ଲିଙ୍କ ପ୍ରଥମ ଲୁକ୍‌

୨୦୨୪ର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ‘ପୁଷ୍ପା ୨: ଦି ରୁଲ୍‌’ ଅନ୍ୟତମ । ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା ପୁଣି ଥରେ ଏହି ଫିଲ୍ମ ସହିତ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବାକୁ ଆସୁଛନ୍ତି । 'ପୁଷ୍ପା ୨' ରିଲିଜକୁ ଲୋକମାନେ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଛନ୍ତି । ଫିଲ୍ମର…

ସାମ୍ନାକୁ ଆସିଲା ‘ପୁଷ୍ପା ୨’ର ରିଲିଜ୍‌ ତାରିଖ, ପୋଷ୍ଟ୍‍ ସେୟାର କରି ଘୋଷଣା କଲେ ଅଲୁ ଅର୍ଜୁନ

ଅଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା ୨’ର ରିଲିଜ୍‌ ତାରିଖ ଘୋଷଣା କରାଯାଇଛି। ଏ ନେଇ ସୋସିଆଲ ମିଡିଆରେ ସୋମବାର ଏକ ପୋଷ୍ଟ୍‍ ସେୟାର କରିଛନ୍ତି ଅଭିନେତା। ଏହି ପୋଷ୍ଟ୍‍ରେ କୁହାଯାଇଛି, ୨୦୨୪ ଅଗଷ୍ଟ ୧୫ରେ ସିନେମାଘରେ ଫିଲ୍ମ ରିଲିଜ୍‌ ହେବ। ଅର୍ଥାତ୍‌ ଅଲୁ ଅର୍ଜୁନ ପୁଣିଥରେ ପୁଷ୍ପା ହୋଇ ସିନେ…

ଦାଦି ଅମ୍ମା “ସାମୀ ସାମୀ” ଗୀତରେ ମାରିଲେ ଜବରଦସ୍ତ ଠୁମକା, ଭାଇରଲ ହେଉଛି ଫଟୋ

ସାଉଥ ଇଣ୍ଡିଆନ ଆକ୍ଟର ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଫିଲ୍ମ ପୁଷ୍ପା ଯେବେ ଠାରୁ ରିଲିଜ ହୋଇଛି, ସେବେଠାରୁ ହିଁ ଯେମିତି ହଇଚଇ ସୃଷ୍ଟି କରିଛି । ପୁଷ୍ପା ଫିଲ୍ମର ଜ୍ଵର ଏବେ ଯାଏଁ ବି ଲୋକଙ୍କ ଦେହରୁ ଓଲ୍ହାଇ ନାହିଁ । ଆଉ ଏବେ ତ ଅଲ୍ଲୁଙ୍କର ପ୍ରଶଂସା ଜାତୀୟ ଠାରୁ ଆରମ୍ଭ…

ଅଲ୍ଲୁ ଅର୍ଜୁନଙ୍କ ଶ୍ରୀବଲ୍ଲି ସଙ୍ଗକୁ ରିକ୍ରିଏଟ କରି ଭାଇରାଲ ହେଲେ ଏହି ମା-ଝିଅ, ଡ୍ୟାନ୍ସ ଦେଖିଲେ ନିଜକୁ…

ଏବେ ଚାରିଆଡେ ‘ଶ୍ରୀବଲ୍ଲି’ ଗୀତର ଜଲଓ୍ଵା ଅଲଗା ପ୍ରକାର ରହିଛି। ଯାହାର ହୁକ୍‌ ଷ୍ଟେପ୍ସରେ କେବଳ ଭାରତୀୟ ନୁହେଁ ବିଦେଶୀ ମଧ୍ୟ ଖୁବ୍‌ ରିଲ୍ସ ବନାଉଛନ୍ତି। ଦକ୍ଷିଣ ଭାରତୟ ଫିଲ୍ମର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ଦର୍ଶକଙ୍କ ମନକୁ ଏକଦମ୍‌ ଛୁଇଁଯାଇଛି। କେବଳ…

ୟସଙ୍କ କେଜିଏଫକୁ ପଛରେ ପକାଇଲା ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା, ଧମାଲ ମଚାଉଛି ଫିଲ୍ମ

ଅଲ୍ଲୁ ଅର୍ଜୁନ ଅଭିନୀତ ସାଉଥ ଫିଲ୍ମ ‘ପୁଷ୍ପା’ ଏବେ ଦର୍ଶକଙ୍କ ହୃଦୟରେ ରାଜ କରୁଛି । ଏହାର ବକ୍ସ ଅଫିସ୍ କଲେକ୍ସନ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ବକ୍ସ ଅଫିସରେ ଜବରଦସ୍ତ ପରଫରମାନ୍ସ ଦେଖାଇଛି । ଫିଲ୍ମର ପ୍ରମୋସନ ସମୟରେ କ୍ରିଟିକ୍ସ ଏହା ଉପରେ ଖାସ୍‌ ଧ୍ୟାନ ଦେଉନଥିଲେ।…