Browsing Tag

film suryavanshi

ଫିଲ୍ମ ସୂର୍ଯ୍ୟବଂଶୀରେ ଏକାଠି ନଜର ଆସିବେ ଅକ୍ଷୟ-ଅଜୟ-ରଣବୀର

ଗୋଟିଏ ଫିଲ୍ମରେ ଏକାଠି ନଜର ଆସିବେ ବଲିଉଡର ଥ୍ରୀ ଷ୍ଟାର୍। ଅକ୍ଷୟ କୁମାର-ଅଜୟ ଦେବଗନ-ରଣବୀର ସିଂହ। ରୋହିତ ସେଟ୍ଟୀଙ୍କ ଅପକମିଂ ଫିଲ୍ମ ସୂର୍ଯ୍ୟବଂଶୀରେ ଏମାନେ ନଜର ଆସିବେ। ଆଜି ଏହାର ଏକ ଫଟୋ ସେୟାର କରିଛନ୍ତି ଅକ୍ଷୟ କୁମାର। ଏହି ଫଟୋର ଅଜୟ ଦେବଗନ ଓ ରଣବୀର ସିଂଙ୍କ ମଝିରେ ଠିଆ ହୋଇଛନ୍ତି…