ବଜେଟ୍ ଉପସ୍ଥାପନ ବେଳେ ନିର୍ମଳା ସୀତାରମଣ କାହିଁକି ପିନ୍ଧିଲେ ହଳଦି ରଙ୍ଗର ଶାଢ଼ି ?
ନୂଆଦିଲ୍ଲୀ : ଏବେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦ ବଜେଟ୍ ଉପସ୍ଥାପନ କରୁଛନ୍ତି । ତେବେ ବାହାରେ ଚର୍ଚ୍ଚା ତାଙ୍କର ହଳଦିଆ ଶାଢ଼ିକୁ ନେଇ । ଏହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ସେ କାହିଁକି ହଳଦି ରଙ୍ଗର ଶାଢ଼ି ପିନ୍ଧିଛନ୍ତି । ଆଜି ନିର୍ଦ୍ଦିଷ୍ଟ ସମୟରେ…