ବିନା ପରମିଟ୍ ତା ସାଙ୍ଗକୁ ଓଭର୍ ଲୋଡିଂ, ଟ୍ରକ୍କୁ ଲାଗିଲା ୮୭ ହଜାର ଟଙ୍କାର ଫାଇନ୍
ଭଦ୍ରକ: ଟ୍ରକ୍ଟି ଓଭରଲୋଡିଂ ତ କରିଥିଲା ତା ସହିତ ଚାଲୁଥିଲା ବିନା ପରମିଟ୍ରେ । ଏଭଳି ଏକ ଆଇରନ ବୋଝେଇ ଟ୍ରକ୍କୁ ଲାଗିଲା ମୋଟା ଅଙ୍କର ଜୋରିମାନା । ୮୭ ହଜାର ୬ ଶହ ୨୦ ଟଙ୍କା । ଏହି ଜରିମାନା ଲଗାଇଛି ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ ।
ସୂଚନା ଅନୁଯାୟୀ, ଆଇରନ ବୋଝେଇ ଟ୍ରକଟି…