Browsing Tag

fire break out at bhadrak

ଭଦ୍ରକ ଆମ୍ବରେଳି ଗାଁରେ ଅଗ୍ନିକାଣ୍ଡ , ୪ଟି ପରିବାରର ୧୦ ବଖରା ଘର ପୋଡି ପାଉଁଶ

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଗ୍ରାମାଞ୍ଚଳ ଥାନା ଆମ୍ବରେଳି ଗାଁରେ ଅଗ୍ନିକାଣ୍ଡ । ନିଆଁ ଲାଗି ୪ଟି ପରିବାରର ୧୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଯାଇଛି । ଧାନ, ଚାଉଳ ଓ ଆସବାବପତ୍ର ସବୁ ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ତଲରେ ଅଗ୍ନିଶମ…

ଭଦ୍ରକ : ନିଆଁ ଆଁରେ ୩ଟି ପରିବାରର ୯ବଖରା ଘର ପୋଡି ପାଉଁଶ

ଭଦ୍ରକ(କେନ୍ୟୁଜ୍) : ଭଦ୍ରକ ସାହାଡା ପଞ୍ଚାୟତ ଧର୍ମସରଣ ବିନ୍ଧା ଗାଁରେ ଭୟାବହ ଅଗ୍ନିକାଣ୍ଡ। ନିଆଁର ଆଁରେ ୩ଟି ପରିବାରର ୯ବଖରା ଘର ପୋଡି ପାଉଁଶ ହୋଇଯାଇଛି। ୩ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଲକ୍ଷାଧିକ ଟଙ୍କାର ଧନ ସଂପତ୍ତି ପୋଡି ନଷ୍ଟ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ…