ପୌରପାଳିକାର ଗୋଦାମ ଗୃହରେ ଭୟାବହ ଅଗ୍ନିକାଣ୍ଡ
ଯାଜପୁର ଟାଉନ (କେନ୍ୟୁଜ) : ପୌରପାଳିକାର ଗୋଦାମ ଗୃହରେ ଭୟାବହ ଅଗ୍ନିକାଣ୍ଡ । ଯାଜପୁର ଗାନ୍ଧୀଛକ ସ୍ଥିତ ଲାଲବାଗ ଉର୍ଦ୍ଧ୍ୱ ପ୍ରାଥମିକ ବିଦ୍ୟାଳୟରେ ନିଆଁ ଲାଗିଛି । ନିଆଁରେ ଫିନାଇଲ, ବ୍ଲିଚିଂ, ମଶାତେଲ ସହ ବ୍ୟାପକ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ସର୍ଟ ସର୍କିଟ ଯୋଗୁ ନଆଁ ଲାଗିଥିବା…