Browsing Tag

fire in garden

ପାର୍କରେ ଲାଗିଲା ଭୀଷଣ ନିଆଁ କିନ୍ତୁ ଜଳିଲାନି ଗୋଟିଏ ବି ଗଛ କି ଘାସ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ଏଭଳି ଭିଡିଓ ଭାଇରାଲ ହୋଇଥାଏ ଯାହା ଅଦ୍ଭୁତ ତଥା ଅବିଶ୍ୱସନୀୟ ହୋଇଥାଏ। ଲୋକମାନେ ମଧ୍ୟ ଏଭଳି ଭିଡିଓକୁ ଖୁବ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ମଧ୍ୟ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓକୁ ଦେଖି ଯେ…