Browsing Tag

FIRING ON BUSINESS MAN

ବିଚ୍‌ ବଜାରରେ ବ୍ୟବସାୟୀଙ୍କ ଗାଡ଼ି ଉପରକୁ ଗୁଳି ମାଡ଼

ଆନନ୍ଦପୁର (କେ ନ୍ୟୁଜ୍‌) : ବିଚ ବଜାରରେ ବ୍ୟବସାୟୀଙ୍କ ଗାଡ଼ି ଉପରକୁ ଗୁଳି ମାଡ଼ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ବେଲବାହାଳି ବଜାରରେ ଘଟିଛି ଏଭଳି ଘଟଣା । ଆଜି ଅପରାହ୍ନରେ ବେଲବାହାଳି ବଜାର ଦେଇ ଘଷିପୁରାର ନିରଞ୍ଜନ ସାହୁ ନାମକ ଜଣେ ବ୍ୟବସାୟୀ ଅନ୍ୟ ଦୁଇ ଜଣଙ୍କ ସହ…