Below header
Browsing Tag

firing

ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଗୁଳିମାଡ଼, ଇନଫୋସିଟି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗୁଳିମାରିଲା ଦୁର୍ବୃତ୍ତ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଗୁଳିମାଡ଼ । ଇନଫୋସିଟି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ଗୁଳିମାଡ଼ ହୋଇଛି । ପୁରୁଷ ବନ୍ଧୁଙ୍କ ଉପସ୍ଥିତିରେ ଘଟିଛି ଏହି ଘଟଣା । ଦୁଇ ଜଣ ଦୁର୍ବୃତ୍ତ ଗୁଳା ଚଳାଇ ଫେରାର୍‌ ହୋଇଯାଇଛନ୍ତି । ଯୁବତୀଙ୍କ ଜଙ୍ଘରେ ବାଜିଛି ଗୁଳି । ତେବେ…

ନୟାଗଡ଼: ସହିଦ ରଘୁ ଦିବାକର ସଂସ୍କୃତି ଭବନ ଉପରକୁ ଦୁର୍ବୃତ୍ତଙ୍କ ଗୁଳିମାଡ, ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା

ନୟାଗଡ଼(କେନ୍ୟୁଜ୍): ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କନ୍ଧନୟାଗଡ଼ ଠାରେ ଥିବା ସହିଦ ରଘୁ ଦିବାକର ସଂସ୍କୃତି ଭବନ ଉପରକୁ ଗୁଳିମାଡ । ଗତକାଲି ବିଳମ୍ବିତ ରାତ୍ରିରେ ଗୁଳିକାଣ୍ଡ ଘଟିଥିବା ବେଳେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି । ୨ ରାଉଣ୍ଡ ଗୁଳି ଚାଳନା କରି ଫେରାର…

ରାୟଗଡାରେ କମ୍ବିଂ ଚାଲିଥିବା ବେଳେ ନକ୍ସଲ-ପୋଲିସ ମୁହାଁମୁହିଁ, ଗୋଟିଏ ରାଉଣ୍ଡ ଗୁଳି ଦେଲେ ଛତ୍ରଭଙ୍ଗ

ରାୟଗଡା(କେନ୍ୟୁଜ୍): ରାୟଗଡା ଜିଲ୍ଲାରେ କମ୍ବିଂ ଚାଲିଥିବା ବେଳେ ନକ୍ସଲଙ୍କ ସହିତ ପୋଲିସ ମୁହାଁମୁହିଁ । ମୁନିଗୁଡା ଥାନା ଅନ୍ତର୍ଗତ ଆମ୍ଭଧୂନି ନିକଟରେ ଏହି ଘଟଣା ଘଟିଛି । ପୋଲିସ ଉପରକୁ ନକ୍ସଲ ଗୋଟିଏ ରାଉଣ୍ଡ ଗୁଳି କରି ଛତ୍ରଭଙ୍ଗ ଦେଇଛନ୍ତି । ପୋଲିସକୁ ନକ୍ସଲ ବ୍ୟବହାର କରୁଥିବା…

ଜଗତସିଂହପୁର ବାଲିକୁଦା ଥାନା ଅଳାବର ଗାଁରେ ଗୁଳିକାଣ୍ଡ, ଗୁରୁତର ଯୁବକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର

ଜଗତସିଂହପୁର : ଜଗତସିଂହପୁର ବାଲିକୁଦା ଥାନା ଅଳାବର ଗାଁରେ ଗୁଳିକାଣ୍ଡ । ଗାଁର ଦେବରାଜ ବିଶ୍ୱାଳ ନାମକ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଅପରାଧିକ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ…

ଖୋର୍ଦ୍ଧା ଡାକ୍ତରଙ୍କୁ ଗୁଳିମାଡ଼ ଘଟଣା, ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତର ଫଟୋ ଜାରି କଲା ପୋଲିସ୍

ଖୋର୍ଦ୍ଧା: ଖୋର୍ଦ୍ଧା ଡାକ୍ତରଙ୍କୁ ଗୁଳିମାଡ଼ ଘଟଣାରେ ଅଭିଯୁକ୍ତ ଫଟୋ ଜାରି କଲା ପୋଲିସ। ସିସିଟିଭି ଫୁଟେଜ ଆଧାରରେ ଫଟୋ ଜାରି କରାଯାଇଛି। ଡିସେମ୍ବର ୧୫ ତାରିଖ ସଂଧ୍ୟାରେ ଡାକ୍ତର ମାନସ ଦାସଙ୍କ ଘରୋଇ କ୍ଲିନିକରେ ଗୁଳିମାଡ଼ ହୋଇଥିଲା। ଏହି ଘଟଣାରେ ଜଣେ ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କର…

ବଲାଙ୍ଗିର: ନୂଆବର୍ଷ ପୂର୍ବରୁ ଅଶାନ୍ତ ପାଟଣାଗଡ, ଗୁଳିମାଡରେ ଯୁବକ ଆହତ

ବଲାଙ୍ଗିର : ନୂଆବର୍ଷ ପୂର୍ବରୁ ଅଶାନ୍ତ ବଲାଙ୍ଗିର ଜିଲ୍ଲାର ପାଟଣାଗଡ । ଗତକାଲି ମଧ୍ୟ ରାତିରେ ଗଙ୍ଗାସାଗର ଗାଁରେ ଗୁଳିମାଡ ହୋଇଛି । ଏଥିରେ ନବୀନ ମେହର ନାମକ ଜଣେ ଯୁବକ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ…

ସାକ୍ଷୀଗୋପାଳ ନୂଆ ସୋମେଶ୍ୱରପୁର ଛକ ନିକଟରେ ଥିବା ସୁଜାତା ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ଼

ପିପିଲି: ପିପିଲିରେ ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ଼ । ସାକ୍ଷୀଗୋପାଳ ନୂଆ ସୋମେଶ୍ୱରପୁର ଛକ ନିକଟରେ ଥିବା ସୁଜାତା ପେଟ୍ରୋଲ ପମ୍ପ ମାଲିକ ଶ୍ରୀକାନ୍ତ ରଥଙ୍କୁ ଗୁଳିମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ଶ୍ରୀକାନ୍ତଙ୍କୁ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି…

ଖୋଲିଲା ଖୋର୍ଦ୍ଧା ଡାକ୍ତରଙ୍କୁ ଗୁଳିମାଡ଼ ଘଟଣାର ଗୁମର, ଆକ୍ରମଣ ପଛରେ ରହିଛି ସମ୍ପତ୍ତି ଓ ଜମିଜମା ବିବାଦ

ଖୋର୍ଦ୍ଧା(କେନ୍ୟୁଜ୍):  ଖୋଲିଲା ଖୋର୍ଦ୍ଧା ଡାକ୍ତରଙ୍କୁ ଗୁଳିମାଡ଼ ଘଟଣାର ଗୁମର । ଡାକ୍ତର ଗୁଳିମାଡ ପଛରେ ରହିଛି ସମ୍ପତ୍ତି ଓ ଜମିଜମା ବିବାଦ । ଏହି କାରଣରୁ ତାଙ୍କ ଉପରେ ଗୁଳିମାଡ଼ ହୋଇଥିବା ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ । ଅଭିଯୁକ୍ତଙ୍କୁ ଧରିବା ଓ ତଦନ୍ତ…

ବାଲେଶ୍ବର: ମଦ୍ୟପାନ ବେଳେ ଗଣ୍ଡଗୋଳକୁ ନେଇ ଯୁବକଙ୍କୁ ଆକ୍ରମଣ ଓ ଗୁଳିକାଣ୍ଡ, ଜଣେ ଆହତ

ବାଲେଶ୍ବର(କେନ୍ୟୁଜ୍): ମଦ୍ୟପାନ ବେଳେ ଗଣ୍ଡଗୋଳକୁ ନେଇ ଯୁବକଙ୍କୁ ଆକ୍ରମଣ ଓ ଗୁଳିକାଣ୍ଡ। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ। ଏହି ଘଟଣାରେ ଜଣେ ଆହତ ହୋଇଛନ୍ତି। ତାଙ୍କ ନାଁ କୈଳାସ ମହାଳିକ। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର…

ଗର୍ଜିଲା ମଦ୍ୟପଙ୍କ ବନ୍ଧୁକ, ମହିଳା ଡ୍ୟାନ୍ସର ହେଲେ ଆହତ, ଦେଖନ୍ତୁ  ଲାଇଭ  ଭିଡିଓ

ଲକ୍ଷ୍ନୌ: ଷ୍ଟେଜରେ ନାଚୁଥିବା ନର୍ତିକିଙ୍କୁ  ଅଧାରୁ ଗୁଳି କଲେ ଜଣେ ବ୍ୟକ୍ତି।  କାହିଁକି ନାଚ ବନ୍ଦ କଲ କହି ଷ୍ଟେଜ ଉପରେ ସର୍ବ ସମ୍ମୁଖରେ  ଫାୟାରିଂ କଲେ କଳା ବ୍ଲେଜର ପିନ୍ଧା ଜଣେ ବ୍ୟକ୍ତି।  ଭିଡିଓରୁ ଜଣା ପଡୁଛି ଯେ ଦୁଇଜଣ ଡ୍ୟାନ୍ସର ଷ୍ଟେଜ ଉପରେ ଡ୍ୟାନ୍ସ କରୁଥିଲେ । ଏହି ସମୟରେ ଜଣେ…

ପୁରୀ: ବ୍ୟାଙ୍କ ସୁରକ୍ଷାକର୍ମୀଙ୍କ ଗୁଳିରେ ଗ୍ରାହକ ଆହତ

ପୁରୀ(କେନ୍ୟୁଜ୍): ବ୍ୟାଙ୍କ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ଜଣେ ଗୁରୁତର। ଏଭଳି ଘଟଣା ଘଟିଛି ପୁରୀ ପୁରୁଣାସାହିର ଥାନା ଛକ ସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ। ଆହତ ଯୁବକଙ୍କ ନାଁ ମନାନ୍‌ ଖାନ୍‌। ତାଙ୍କ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ…

ବାଲେଶ୍ବର: ସୋର ବାରିକପୁରରେ ଗର୍ଜିଲା ବନ୍ଧୁକ, ଯୁବକଙ୍କୁ ୫ ରାଉଣ୍ଡ ଗୁଳିକରି ଫେରାର ହୋଇଗଲା ଦୁର୍ବୃତ୍ତ

ବାଲେଶ୍ବର(କେନ୍ୟୁଜ୍): ଯୁବକଙ୍କୁ ଗୁଳିମାଡ଼ ଅଭିଯୋଗ । ସୋର ବାରିକପୁର ନିକଟରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ତେବେ ଯୁବକ ଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ୫ ରାଉଣ୍ଡ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର୍‌ ହୋଇଯାଇଛି। ବାଲେଶ୍ୱରରୁ ଟଙ୍କା ନେଇ ଆସୁଥିବାବେଳେ ଗୁଳିମାଡ଼ ହୋଇଥିଲା। ସୋର ପୋଲିସ…