Below header

ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଗୁଳିମାଡ଼, ଇନଫୋସିଟି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗୁଳିମାରିଲା ଦୁର୍ବୃତ୍ତ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଗୁଳିମାଡ଼ । ଇନଫୋସିଟି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ଗୁଳିମାଡ଼ ହୋଇଛି । ପୁରୁଷ ବନ୍ଧୁଙ୍କ ଉପସ୍ଥିତିରେ ଘଟିଛି ଏହି ଘଟଣା । ଦୁଇ ଜଣ ଦୁର୍ବୃତ୍ତ ଗୁଳା ଚଳାଇ ଫେରାର୍‌ ହୋଇଯାଇଛନ୍ତି । ଯୁବତୀଙ୍କ ଜଙ୍ଘରେ ବାଜିଛି ଗୁଳି । ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ଯୁବତୀ ଜଣଙ୍କ ଏକ କଲେଜରେ ଫ୍ୟାସନ୍‌ ଡିଜାଇନ୍‌ ଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.