Browsing Tag

Firoz Khan resigned

ଫୁଟିଲା #Me Tooର ବମ୍, ଛାତ୍ର କଂଗ୍ରେସର ଜାତୀୟ ସଭାପତି ଫୈରୋଜ ଖାନ୍‌ଙ୍କ ଇସ୍ତଫା

ଦିଲ୍ଲୀ(କେନ୍ଯୁଜ୍) : ଯୌନ ନିର୍ଯ୍ଯାତନା ଅଭିଯୋଗରେ ଛାତ୍ର କଂଗ୍ରେସର ଜାତୀୟ ସଭାପତିଙ୍କ ଇସ୍ତଫା । ଏନଏସୟୁଆଇ ସଭାପତି ଫୈରୋଜ ଖାନ୍‌ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି । ଫୈରୋଜ ଖାନ୍‌ଙ୍କ ନାଁରେ ଛତିଶଗଡ଼ର ଜଣେ ମହିଳା…