Below header
Browsing Tag

Fishing ban

ଦୁଇ ମାସ ସମୁଦ୍ରରେ ବନ୍ଦ ରହିବ ମାଛ ଧରା, ମାଛ ବଂଶ ବୃଦ୍ଧି ପାଇଁ ସରକାରଙ୍କ ନିଷ୍ପତ୍ତି

ପାରାଦୀପ : ଦୁଇମାସ ପାଇଁ ସମୁଦ୍ର ରେ ଚାଲିବ ନାହିଁ ମାଛଧରା ବୋଟ କି ଯନ୍ତ୍ର ଚାଳିତ ଡଙ୍ଗା । ଆଜିଠାରୁ ଜୁନ ୧୫ ତାରିଖ ପଯର୍୍ୟନ୍ତ ଦୁଇମାସ ଧରି ସମୁଦ୍ ରୁ ମାଛ ଧରିବା ଉପରେ ଲାଗିଲା କଟକଣା । ଆସନ୍ତା ଦୁଇମାସ ପଯର୍୍ୟନ୍ତ ମାଛଙ୍କର ଅଣ୍ଡାଦାନର ସମୟ । ତେଣୁ ମାଛ ବଂଶ ବୃଦ୍ଧି ପାଇଁ…

ପାରାଦୀପ ବନ୍ଦରରେ ମାଛଧରା ଉପରେ ଲାଗିଲା କଟକଣା, ଅଣ୍ଡାଦାନ ଓ ବଂଶ ବୃଦ୍ଧି ପାଇଁ ସରକାର ନେଲେ ଏଭଳି ପଦକ୍ଷେପ

କେନ୍ୟୁଜ୍(ବ୍ୟୁରୋ):  ପାରାଦୀପ ବନ୍ଦରରେ ମାଛଧରା ଉପରେ ଲାଗିଲା କଟକଣା । ମାଛଙ୍କ ଅଣ୍ଡାଦାନ ଓ ବଂଶ ବୃଦ୍ଧି ପାଇଁ ଏପ୍ରିଲ ୧୫ରୁ ଜୁନ ୧୪ ପର୍ଯ୍ୟନ୍ତ ସମୁଦ୍ରରେ ଡଙ୍ଗା ଓ ଟ୍ରଲର ଦ୍ୱାରା ମାଛ ମାରିବାକୁ ନିଷିଦ୍ଧ କରାଯାଇଛି। ସରକାରଙ୍କ ଏଭଳି ପଦକ୍ଷେପକୁ ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକମାନେ…

କଇଁଚ ସୁରକ୍ଷା ପାଇଁ ଗହୀରମଥାରେ କଟକଣା, ପ୍ରଜନନ ପାଇଁ ଆସିଲେଣି ବିରଳ ଅଲିଭ ରିଡଲେ

ରାଜନଗର: ଏବେ ପ୍ରଜନନର ସମୟ । ନଭେମ୍ବରରୁ ଗହୀରମଥାକୁ ପ୍ରଜନନ ପାଇଁ ଆସିଥାନ୍ତି ବିରଳ ଅଲିଭ ରିଡଲେ । ଏମାନଙ୍କ ସୁରକ୍ଷା ପାଇଁ ରାଜନଗର ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଧାମରାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ୨୦ କିମି ଯାଏ ଯନ୍ତ୍ରଚାଳିତ ବୋଟ୍‌ ନିଷିଦ୍ଧ । ନଭେମ୍ବର ୧ରୁ ଆସନ୍ତା ମେ…