Browsing Tag

flight tickets fares increase

ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଝଟକା ! ସରକାର ବଢାଇଲେ ଏୟାର ଟିକେଟର ଦାମ୍

ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଝଟକା। ଏବେ ଫ୍ଲାଇଟରେ ଯାତ୍ରା କରିବା ମହଙ୍ଗା ହୋଇଯିବ । ବିମାନ ଚଳାଚଳ ମନ୍ତ୍ରାଳୟ ଘରୋଇ ବିମାନ ଭଡାରେ ସର୍ବାଧିକ ଏବଂ ସର୍ବନିମ୍ନ ସୀମାରେ ୧୨.୫ ପ୍ରତିଶତ ବୃଦ୍ଧି କରିଛି । ସୂଚନାଯୋଗ୍ଯ, ଗତ ବର୍ଷ କରୋନା ସମୟରେ ସରକାର ବିମାନ ଯାତ୍ରା ସମ୍ପର୍କରେ…