Below header
Browsing Tag

flip kart

ଫ୍ଲିପ୍‌କାର୍ଟର ୪୩ ଲକ୍ଷ ଟଙ୍କାର ଠକେଇ ମାମଲା, ୩ କର୍ମଚାରୀ ଗିରଫ

ବୌଦ୍ଧ : ଫ୍ଲିପ୍‌କାର୍ଟର ୪୩ ଲକ୍ଷ ଟଙ୍କାର ଠକେଇ ମାମଲାରେ ୩ କର୍ମଚାରୀ ଗିରଫ। ତିନିଟି ଜିଲ୍ଲାରୁ ଅନ୍‌ଲାଇନ୍‌ରେ ୪୩ ଲକ୍ଷ ଟଙ୍କା ଠକେଇ କରିଥିବା ୩କର୍ମଚାରୀଙ୍କୁ ଗିରଫ କଲା ବୌଦ୍ଧ ଥାନା ପୋଲିସ। ତିନି ଅଭିଯୁକ୍ତ ଫ୍ଲିପ୍‌କାର୍ଟର ବିତରଣ କାର୍ଯ୍ୟାଳୟରେ କାମ କରୁଥିଲେ। କ୍ୟାସ ଅନ୍‌…

ମାର୍ଚ୍ଚ ୧୧ରୁ ଆରମ୍ଭ ହେଉଛି ଫ୍ଲିପକାର୍ଟର ବିଗ୍ ସେଭିଙ୍ଗ ଡେ, ମୋବାଇଲ ଉପରେ ମିଳିବ ଭାରି ଡିସକାଉଣ୍ଟ 

ମାର୍ଚ୍ଚ ୧୧ରୁ ଆରମ୍ଭ ହେଉଛି ଫ୍ଲିପକାର୍ଟର ବିଗ୍ ସେଭିଙ୍ଗ ଡେ ଡିଲ । ଏହା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ । ଏହି ବିଗ୍ ସେଭିଙ୍ଗ ଡେ ରେ ପପୁଲାର ସ୍ମାର୍ଟ ଫୋନ ଉପରେ ବଡ଼ ଡିସକାଉଣ୍ଟ ଅଫର ମିଳିବାକୁ ଯାଉଛି । ଏଥିରେ ରହିଛି ଆଇଫୋନ 14, ଆଇଫୋନ 14 ପ୍ଲସ, Nothing Phone (1), google…

ପୁଣି ଥରେ flipkartର ଫେଷ୍ଟିଭ ମୋବାଇଲ ସେଲ , ଅତି କମ ଦାମରେ କିଣି ପାରିବେ ସ୍ମାର୍ଟ ଫୋନ

ଇ କମର୍ସ ସାଇଟ ପ୍ଳିପ କାର୍ଟ ପୁଣି ଆଉଥରେ ମୋବାଇଲ ଫେଷ୍ଟିଭ ସେଲ ଆରମ୍ଭ କରିଛି । ଏଥିପାଇଁ ସମୟ ସୀମା ଅକ୍ଟୋବରରୁ ୩୦ ଅକ୍ଟୋବରରୁ ୩୧  ପର୍ଯ୍ୟନ୍ତ ରଖା ଯାଇଛି । ଏହି ସମୟ ଭିତରେ ଗ୍ରାହକ ମାନେ ମୋବାଇଲ ଫୋନ କିଣିବା ସମୟରେ ବିଶେଷ ରିହାତି ପାଇପାରିବେ । ଏହା ପୂର୍ବରୁ ବି କମ୍ପାନୀ ତରଫରୁ…