ଶୀତଦିନ ଆସିବା ପୂର୍ବରୁ ଶସ୍ତା ହେଲା ଗିଜର, ଆଜି ହିଁ ବୁକ୍ କରନ୍ତୁ ଏହିସବୁ କମ୍ପାନୀର ଗିଜର
ଶୀତଦିନ ପାଖେଇ ଆସୁଛି। ଶୀତଦିନ ଆସିଲେ ଥଣ୍ଡା ମଧ୍ୟ ବଢେ। ଦୀପାବଳି ପାଖାପାଖି ହେଲେ ଶୀତ ପଡିବା ଆରମ୍ଭ ହୁଏ। ଥଣ୍ଡାଦିନ ଆସିବା ମାତ୍ରେ ଲୋକେ ଫ୍ୟାନ୍, ଏସି ଏବଂ କୁଲରକୁ ବାନ୍ଧି ରଖିଦିଅନ୍ତି। ଆଉ ଏହିସବୁ ଇଲେକ୍ଟ୍ରିକ ଜିନିଷକୁ ସର୍ଭିଂସ ଆରମ୍ଭ କରି ରଖିଦିଅନ୍ତି। ଶୀତଦିନରେ କିଛି ଲୋକ…