Browsing Tag

floating in canal

ଯାଜପୁର ଟାଉନ: ଖେଳୁଥିବା ସମୟରେ କେନାଲରେ ବୁଡ଼ି ଅଢେଇ ବର୍ଷର ଶିଶୁ ମୃତ

ଯାଜପୁର ଟାଉନ:କେନାଲରେ ବୁଡ଼ି ଅଢେଇ ବର୍ଷର ଶିଶୁ ମୃତ । ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ଚଇନପୁର ପଞ୍ଚାୟତର ଗୋପାଳପୁର ଗ୍ରାମରେ । ମୃତ ଶିଶୁ ହେଲେ ସେହି ଗ୍ରାମର ଜଗନ୍ନଥ ସୁତାରଙ୍କ ପୁତ୍ର ସ୍ୱରୂପ ସୁତାର । ସ୍ୱରୁପ ତାଙ୍କ ଘର ନିକଟ ମୁଖ୍ୟ କେନାଲ ବନ୍ଧଉପରେ ଖେଳୁଥିବା ସମୟରେ ଗଭୀର…