Browsing Tag

flood problem begunia

ବନ୍ୟା ସମସ୍ୟାରୁ ମୁକ୍ତି ପାଇଁ ୧୦ ବର୍ଷର ପିଲା କରୁଛି ଭଗବାନଙ୍କୁ ଗୁହାରୀ

ବେଗୁନିଆ(କେ ନ୍ୟୁଜ): ରାଜ୍ୟର ଅନେକ ସ୍ଥାନରେ ଏବେ ବର୍ଷା ଦାଉ ସାଧୁଛି। ଖୋର୍ଦ୍ଧା ଜିଲ୍ଲା ସମେତ  ଅନେକ ଅଞ୍ଚଳ ଏବେ ଜଳଘେରରେ। ଖୋର୍ଦ୍ଧା ଜିଲ୍ଳାର ରାଜୁଆ ନଦୀରେ ବନ୍ୟାଜଳ ଆସିବା ପରେ ଏବେ ବଳପୁର, ଧବଳପୁର, ମାନପୁର, ହିରିମୂଳ ଏବଂ ଓରବରସିଂ ବାସୀ ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ…