Below header
Browsing Tag

floods in andhra

ପ୍ରବଳ ବର୍ଷାରେ ତିରୁପତି ତିରୁମାଲାରେ ପ୍ରକୃତିର ତାଣ୍ଡବ ରୂପ, ପାଣିରେ ଭାସିଲା ଗାଡି ମୋଟର

ଆନ୍ଧ୍ରପ୍ରଦେଶ: ପ୍ରବଳ ବର୍ଷାରେ ତିରୁପତି ତିରୁମାଲାରେ ପ୍ରକୃତିର ତାଣ୍ଡବ ରୂପ। ବଙ୍ଗୋପସାଗରରେ ଅବପାତ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ଚିତ୍ତୋର ଜିଲ୍ଲାରେ ବର୍ଷାର କରାଳ ରୂପ ଦେଖିବାକୁ ମିଳିଛି। ପାହାଡ଼ ଉପରୁ ତୀବ୍ର ବେଗରେ ପାଣି ଆସି ରାସ୍ତାରେ ନଦୀର ଭ୍ରମ ସୃଷ୍ଟି କରିଥିଲା।…