Browsing Tag

foods should avoid

କରୋନା ସଂକ୍ରମିତ ହେବା ପରେ କ’ଣ ଖାଇବା ଅନୁଚିତ୍‌, ଶୀଘ୍ର ସୁସ୍ଥ ହେବାକୁ ଚାହୁଁଥିଲେ ଏସବୁ ଖାଦ୍ୟକୁ କୁହନ୍ତୁ ଗୁଡ୍‌…

ଅସୁସ୍ଥ ଥିବା ବେଳେ ମନ ପସନ୍ଦର ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡ଼େ। କିନ୍ତୁ ବେଳେବେଳେ ରୋଗରେ ପଡ଼ିଥିବା ବେଳେ କିଛି ଖାଦ୍ୟ ଖାଇବାକୁ ବାରଣ କରାଯାଏ। ଖାସ୍‌ କରି ଜଙ୍କ୍‌ଫୁଡ୍‌ ଓ ଅଧିକ ଶ୍ୱେତସାର ଜାତୀୟ ଖାଦ୍ୟ ଖାଇବାକୁ ରୋଗୀଙ୍କୁ ମନା କରାଯାଏ। କାରଣ ଏସବୁ ଖାଦ୍ୟ ହଜମ…