Below header
Browsing Tag

foot reading

ପାଦରେ ଏସବୁ ରେଖା ଥିବା ବ୍ୟକ୍ତି ଭବିଷ୍ୟତରେ ହୋଇଥା’ନ୍ତି କୋଟିପତି

ହାତ ରେଖା ଆମ ବିଷୟରେ ଅନେକ କଥା କହିଥାଏ। କୁହାଯାଏ ଯେ ଆମ ହାତ ରେଖାରେ ଅତୀତ ଓ ଭବିଷ୍ୟତର କେତେକ କଥା ଲୁଚି ରହିଥାଏ। ତେବେ କେବଳ ହାତ ନୁହେଁ ପାଦ ରେଖା ମଧ୍ୟ ଆମ ଭବିଷ୍ୟତ ବିଷୟରେ ଅନେକ କଥା କହିଥାଏ। ସମୁଦ୍ର ଶାସ୍ତ୍ରରେ ପାଦ ତଳ ରେଖା ସହ ଭବିଷ୍ୟତର ସମ୍ପର୍କ ସମ୍ବନ୍ଧରେ କୁହାଯାଇଛି।…