ମହାକାଳପଡାରେ ବିଦେଶାଗତ ପକ୍ଷୀଙ୍କ ଭିଡ, ଏମାନଙ୍କ ସୁରକ୍ଷା ନେଇ ଚିନ୍ତାରେ ପରିବେଶବିତ
ବଢ଼ି ଲାଣି ଶୀତ, ଜମିଲାଣି ବିଦେଶାଗତ ପକ୍ଷୀଙ୍କ ଭିଡ଼ । ଶୀତୁଆ ସକାଳ ଆଉ ସନ୍ଧ୍ୟାରେ ଏମାନଙ୍କ କିଚିରି ମିଚିରି ଶବ୍ଦରେ ସୃଷ୍ଟି ହେଉଛି ଏକ ଭିନ୍ନ ପରିବେଶ । ଲୁଣା ଜଙ୍ଗଲ ପ୍ରେମରେ ପଡ଼ି ଦୂର ଦୂରାନ୍ତରରୁ ଧାଇଁ ଆସୁଛନ୍ତି ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ ।
କେନ୍ଦ୍ରାପଡା ଜିଲ୍ଲା…