Below header
Browsing Tag

forest guards

ଫରେଷ୍ଟ ଗାର୍ଡ ପଦବୀ ଖାଲି, ୧୨ଶ ପାସ୍‌ କରିଥିବା ପ୍ରାର୍ଥୀ କରନ୍ତୁ ଆବେଦନ

ଫରେଷ୍ଟ ଗାର୍ଡ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । କର୍ଣ୍ଣାଟକ ଫରେଷ୍ଟ ବିଭାଗରେ ଭର୍ତ୍ତି ପାଇଁ ଏକ ନୋଟିଫିକେସନ ଜାରି ହୋଇଛି । ଏହି ଅନୁଯାୟୀ ରାଜ୍ୟରେ ବମ୍ପର ପଦବୀରେ ଭର୍ତ୍ତି କରାଯିବ । ଏହି ଅଭିଯାନ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ…

ବନ ବିଭାଗରେ ଖାଲିପଡିଛି ହଜାରରୁ ଅଧିକ ପଦବୀ, ୩୦ ଜୁନ୍‌ ଭିତରେ କରନ୍ତୁ ଆବେଦନ

ବନ ବିଭାଗରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ବନ ବିଭାଗରେ ହଜାରରେ ଅଧିକ ପଦବୀ ଖାଲିପଡିଛି । ମହାରାଷ୍ଟ୍ର ବନ ବିଭାଗରେ ତୁରନ୍ତ ଆବେଦନ କରନ୍ତୁ । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସଆଲ ୱେବସାଇଟ୍‌ mahaforest.gov.in କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ…

କଳାହାଣ୍ଡି: ଜଙ୍ଗଲରୁ ନିଖୋଜ ହେଲେ ଫରେଷ୍ଟ ଗାର୍ଡ, ୯ ଦିନ ହେବ ମିଳୁନି ପତ୍ତା

କଳାହାଣ୍ଡି(କେ ନ୍ୟୁଜ): ଜଙ୍ଗଲରୁ ନିଖୋଜ ହେଲେ ଫରେଷ୍ଟ ଗାର୍ଡ । ଗତ ୨୧ ତାରିଖରୁ କଳାହାଣ୍ଡି-ସିକେରକୁପା ବନବିଭାଗ ଅଧୀନରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ସୁହାଗ ରଞ୍ଜନ ପଣ୍ଡା ନିଖୋଜ ଅଛନ୍ତି। କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଖିକସାଭଟ୍ଟା ବିଟ୍‌ ଧାନବାହାଲିଠାରେ ଶେଷ ଥର ପାଇଁ ତାଙ୍କୁ…

କାଠ ମାଫିଆଙ୍କ ଆକ୍ରମଣରେ ଫରେଷ୍ଟ ଗାର୍ଡ ଆହାତ, ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ହେଲେ ଭର୍ତ୍ତି

ବ୍ରହ୍ମପୁର(କେନ୍ୟୁଜ୍) କେ.ନୁଆଗାଁ ଥାନା ଦିଗପହଣ୍ଡି ବନାଞ୍ଚଳ ର ବନମାଳୀ ଗାଁ ରେ ଏକ ଘରେ ଚୋରା କାଠ ଥିବା ସଂପର୍କରେ ଖବର ପାଇ ନୂଆପଡା ଫରେଷ୍ଟ ଗାର୍ଡ ଓ ବନ ବିଭାଗ ପାରା କର୍ମଚାରୀ ଗୁରୁନାଥ ଗୌଡ ଗାଁରେ ପହଞ୍ଚି ଅନୁସନ୍ଧାନ କରୁଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ ଆକ୍ରମଣ କରି ଫେରାର…

ବେକାର ଯୁବକଙ୍କ ପାଇଁ ଖୁସି ଖବର, ୧୨୧୮ ବନରକ୍ଷକ ପାଇଁ ଖୁବ ଶୀଘ୍ର ନିଯୁକ୍ତି

ବେକାର ଯୁବକଙ୍କ ପାଇଁ ପୁଣି ଖୁସି ଖବର। ଅନେକ ସମୟ ବ୍ଯବଧାନ ପରେ ବନରକ୍ଷକ ପାଇଁ ପାଖାପାଖି ୧୨୧୮ଟି ପଦବୀରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ବନ ବିଭାଗ ଭର୍ତ୍ତି ନିୟମାବଳୀରେ ସଂଶୋଧନ କରି ଏହି ପଦବୀ ପୂରଣ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ସେହିଭଳି ଅଧିନସ୍ଥ ସେବା ଚୟନ…

ଟିଆରଏସ୍ କର୍ମୀଙ୍କ ଦାଦାଗିରି, ମହିଳା ବନ ଅଧିକାରୀଙ୍କୁ ଗୋଡାଇ ଗୋଡାଇ ପିଟିଲେ

ତେଲେଙ୍ଗାନାରେ ଟିଆରଏସ୍ କର୍ମୀଙ୍କ ଦାଦାଗିରି । ଆଉ ଏହି ଦାଦାଗିରିର ଶିକାର ହୋଇଛନ୍ତି ପୋଲିସ୍ ଏବଂ ଫରେଷ୍ଟ ଗାର୍ଡ । ଏପରିକି ବନ ବିଭାଗର ମହିଳା ଅଧିକାରୀଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଛନ୍ତି ଟିଆରଏସ୍ କର୍ମୀ । ଏଥିରେ ମହିଳା ଜଣକ ଗମ୍ଭୀର ରୂପରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି…