Below header

କଳାହାଣ୍ଡି: ଜଙ୍ଗଲରୁ ନିଖୋଜ ହେଲେ ଫରେଷ୍ଟ ଗାର୍ଡ, ୯ ଦିନ ହେବ ମିଳୁନି ପତ୍ତା

କଳାହାଣ୍ଡି(କେ ନ୍ୟୁଜ): ଜଙ୍ଗଲରୁ ନିଖୋଜ ହେଲେ ଫରେଷ୍ଟ ଗାର୍ଡ । ଗତ ୨୧ ତାରିଖରୁ କଳାହାଣ୍ଡି-ସିକେରକୁପା ବନବିଭାଗ ଅଧୀନରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ସୁହାଗ ରଞ୍ଜନ ପଣ୍ଡା ନିଖୋଜ ଅଛନ୍ତି। କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଖିକସାଭଟ୍ଟା ବିଟ୍‌ ଧାନବାହାଲିଠାରେ ଶେଷ ଥର ପାଇଁ ତାଙ୍କୁ ଦେଖିବାକୁ ମିଳିଥିବା ନେଇ ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି ।

forest guard

ଅଫିସ କାମରେ ଯାଇ ଫରେଷ୍ଟ ଗାର୍ଡ ସୁହାଗ ରଞ୍ଜନ ଜଙ୍ଗଲରୁ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ବନବିଭାଗ ପକ୍ଷରୁ ନର୍ଲା ଥାନାରେ ଏକ ଏତଲା ଦାୟର ହୋଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.