ବନ୍ୟଜନ୍ତୁଙ୍କୁ ଜଗିବ ୱାଚ୍ ଟାୱାର, ପ୍ରହରା ଦେବେ ବନକର୍ମଚାରୀ
ବୌଦ୍ଧ: ରେଳ ଧାରଣାକୁ ଆସି ଚାଲିଯାଉଛି ବନ୍ୟଜନ୍ତୁଙ୍କ ଜୀବନ । ରୋକିବା ବି ହୋଇ ପଡୁଛି ଅସମ୍ଭବ । ଏପଟେ ଖୋର୍ଦ୍ଧା-ବଲାଙ୍ଗିର ରେଳ ରାସ୍ତାର ନୟାଗଡ ଜିଲା ଦଶପଲ୍ଲା ଠାରୁ ଯେ ବୌଦ୍ଧ ଜିଲ୍ଲାର ପୁରୁଣାକଟକ ମଧ୍ୟରେ ରହିଛି ଘଞ୍ଚ ଜଙ୍ଗଲ । ଯେଉଁ ଜଙ୍ଗଲରେ ରହୁଛନ୍ତି ହାତୀ, ବାଘ ଠାରୁ ଆରମ୍ଭ କରି…