Below header
Browsing Tag

former minister

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥା ଦେହାନ୍ତ

କଟକ (କେନ୍ୟୁଜ): ଭୋଗରାଇ ବିଧାୟକ ତଥା ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ । ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ କମଳା ଦାସ । ଦୀର୍ଘଦିନ ହେବ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି…

ଭିଜିଲାନ୍ସ ଅଧିକାରୀଙ୍କୁ ଲାଞ୍ଚ ଯାଚିବା ପଡିଲା ମହଙ୍ଗା, ଗିରଫ ହେଲେ ପୂର୍ବତନ ମନ୍ତ୍ରୀ ସୁନ୍ଦର ଶାମ ଆରୋରା

ଲାଞ୍ଚ ନେଇ ଧରାପଡିଲେ ପଞ୍ଜାବର ପୂର୍ବତନ ମନ୍ତ୍ରୀ। ପଞ୍ଜାବର ପୂର୍ବତନ ମନ୍ତ୍ରୀ ସୁନ୍ଦର ଶାମ ଅରୋରା ଗିରଫ କରିଛି ପଞ୍ଜାବ ଭିଜିଲାନ୍ସ। ଭିଜିଲାନ୍ସ ଅଧିକାରୀଙ୍କୁ ୧ କୋଟି ଟଙ୍କା ଲାଞ୍ଚ ଯାଚିବା ଅଭିଯୋରେ ତାଙ୍କୁ ଗିରଫ କରାଯାଇଛି। ଶନିବାର ବିଳମ୍ଵିତ ରାତିରେ ତାଙ୍କୁ ଜୀରକପୁରରୁ ଗିରଫ…

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠଙ୍କ ଦେହାନ୍ତ

ବରଗଡ଼ (କେନ୍ୟୁଜ୍‌) : ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ଦେହାନ୍ତ। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି। ବରଗଡ଼ ଜିଲ୍ଲା ବରପାଲି ସହରର ଏକ ଘରୋଇ ଡାକ୍ତରଖାନାରେ ମାତ୍ର ୬୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରିପୁନାଥ। ୧୯୯୫ରୁ ୨୦୦୦ଯାଏ ବିଜେପୁର…

ପରଲୋକରେ ପୂର୍ବତନ ମନ୍ତ୍ରୀ ସନାତନ ବିଶି, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

ସମ୍ବଲପୁର : ପରଲୋକରେ ପୂର୍ବତନ ମନ୍ତ୍ରୀ ସନାତନ ବିଶି । ଆଜି ସକାଳେ ସମ୍ବଲପୁର ହୀରାକୁଦ କଲୋନୀ ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ସନାତନ ବିଶି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ…