Below header
Browsing Tag

found dead body

ଗତ ଦୁଇ ଦିନ ହେଲା ନିଖୋଜ ଥିବା ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଚିତ୍ରୋତ୍ପଳା ନଦୀ ବନ୍ଧ ପାଖ ଏକ ବୁଦା ମୂଳରୁ ମିଳିଲା…

କେନ୍ଦ୍ରାପଡ଼ା: ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅର୍ଜୁନପୁର ଗାଁର ଶାରଦା ପ୍ରସାଦ। ଗତ ଦୁଇ ଦିନ ତଳେ ରାତିରେ ସେ ଘରୁ କେଉଁଆଡେ ପଳାଇଥିଲେ। ଗତକାଲି ଚିତ୍ରୋତ୍ପଳା ନଦୀ ବନ୍ଧ ପାଖ ଏକ ବୁଦା ମୂଳେ ଶାରଦାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା।…

ତିନି ଦିନ ପରେ ଡମ୍ପିଂୟାର୍ଡରୁ ମିଲିଲା ନିଖୋଜଙ୍କ ମୃତଦେହ, ବିଜେପୁର ଉପନିର୍ବାଚନ ପାଇଁ ରହିଥିଲେ ପାଟ୍ରୋଲିଂ…

ପଦ୍ମପୁର: ତିନି ଦିନ ପରେ ଡମ୍ପିଂୟାର୍ଡରୁ ମିଲିଲା ନିଖୋଜଙ୍କ ମୃତଦେହ । ବିଜେପୁର ଉପନିର୍ବାଚନ ପାଇଁ ପାଟ୍ରୋଲିଂ ଦାୟିତ୍ୱରେ ଥିଲେ ମୃତକ ବିଆରସି ତରନୀସେନ ମହଲା । ତାଙ୍କ ଘର ଗାଇସିଲଟ ବ୍ଲକ ସନ୍ଦିବାହାଲ ପଞ୍ଚାୟତ ନୂଆପାଲି ଗାଁରେ । ଗତ ୧୨ ତାରିଖରୁ ସେ ନିଖୋଜ ଥିଲେ । ଏନେଇ ପରିବାର ଲୋକେ…