Below header

ତିନି ଦିନ ପରେ ଡମ୍ପିଂୟାର୍ଡରୁ ମିଲିଲା ନିଖୋଜଙ୍କ ମୃତଦେହ, ବିଜେପୁର ଉପନିର୍ବାଚନ ପାଇଁ ରହିଥିଲେ ପାଟ୍ରୋଲିଂ ଦାୟିତ୍ୱରେ

ପଦ୍ମପୁର: ତିନି ଦିନ ପରେ ଡମ୍ପିଂୟାର୍ଡରୁ ମିଲିଲା ନିଖୋଜଙ୍କ ମୃତଦେହ । ବିଜେପୁର ଉପନିର୍ବାଚନ ପାଇଁ ପାଟ୍ରୋଲିଂ ଦାୟିତ୍ୱରେ ଥିଲେ ମୃତକ ବିଆରସି ତରନୀସେନ ମହଲା । ତାଙ୍କ ଘର ଗାଇସିଲଟ ବ୍ଲକ ସନ୍ଦିବାହାଲ ପଞ୍ଚାୟତ ନୂଆପାଲି ଗାଁରେ । ଗତ ୧୨ ତାରିଖରୁ ସେ ନିଖୋଜ ଥିଲେ । ଏନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । ଆଜି ଡମ୍ପିୟାର୍ଡରୁ ମୃତଦେହ ମିଳିବା ପରେ ତାହା ତରନୀଙ୍କ ବୋଲି ପରିବାର ଲୋକ ଚିହ୍ନଟ କରିଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବିଜେପୁର ଓ ଗାଇସିଲଟ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.