Below header

ଗତ ଦୁଇ ଦିନ ହେଲା ନିଖୋଜ ଥିବା ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଚିତ୍ରୋତ୍ପଳା ନଦୀ ବନ୍ଧ ପାଖ ଏକ ବୁଦା ମୂଳରୁ ମିଳିଲା ମୃତଦେହ

କେନ୍ଦ୍ରାପଡ଼ା: ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅର୍ଜୁନପୁର ଗାଁର ଶାରଦା ପ୍ରସାଦ। ଗତ ଦୁଇ ଦିନ ତଳେ ରାତିରେ ସେ ଘରୁ କେଉଁଆଡେ ପଳାଇଥିଲେ। ଗତକାଲି ଚିତ୍ରୋତ୍ପଳା ନଦୀ ବନ୍ଧ ପାଖ ଏକ ବୁଦା ମୂଳେ ଶାରଦାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ପାଟକୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.