Below header

କରୋନା ଭାଇରସ୍‌ ମୁକାବିଲା ପାଇଁ ବିଶ୍ୱବ୍ୟାପୀ ସଚେତନତା, ମାର୍ଚ୍ଚ ୧୭ରୁ ୩୧ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ

କେନ୍ଦ୍ରାପଡା : କରୋନା ଭାଇରସ୍‌ ମୁକାବିଲା ପାଇଁ ବିଶ୍ୱବ୍ୟାପୀ ସଚେତନତା। ରାଜ୍ୟ ସରକାର ମଧ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନ, ସପିଂ ମଲ୍‌ ସହ ପର୍ଯ୍ୟଟନସ୍ଥଳୀ ବନ୍ଦ ରଖିଛନ୍ତି। ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଛି। ମାର୍ଚ୍ଚ ୧୭ରୁ ୩୧ତାରିଖ ପର୍ଯ୍ୟନ୍ତ ଅଭୟାରଣ୍ୟକୁ ବନ୍ଦ ରଖାଯାଇଛି। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଆସିବାକୁ ବାରଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.