Browsing Tag

missing man

ଉତ୍ତରପ୍ରଦେଶରେ ଖାଲକୁ ଖସି ପଡିଲା ବସ, ୨ ନିଖୋଜ ଅନେକ ଗୁରୁତର

ଉତ୍ତରପ୍ରଦେଶ : ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ବସ ନିୟନ୍ତ୍ରଣ ହରାଇ ଏକ ଖାଲ ମଧ୍ୟରେ ଓଲଟି ପଡିଛି ।  ଘଟଣାଟି ଘଟିଛି ଉତ୍ତରପ୍ରଦେଶର ହିଲସା ପୋଲିସ ଥାନା ପରିସରରେ ଥିବା କାମଟା ହାଲ୍ଟ ନିକଟରେ ହୋଇଛି ଦୁର୍ଘଟଣା ।  ଏହି ବସରେ ଯାତ୍ରା କରୁଥିବା ପ୍ରାୟ ୨୪ ଜଣଙ୍କ ରୁ ଅଧିକ ସଂଖ୍ୟକ…

କିଏ ନେଲା ନବଘନଙ୍କ ଜୀବନ? ତୁରନ୍ତ ଦୋଷୀକୁ ଧରିବାକୁ ପରିବାର ପକ୍ଷରୁ ଦାବି

ଭୁବନେଶ୍ୱର: ଯେତେ କଡ଼ା ଆଇନ୍‌ ପ୍ରଣୟନ ହେଲେ ମଧ୍ୟ ଥମିବାର ନାଁ ଧରୁନି ଅପରାଧ । ଅପରାଧକୁ ରୋକିବା ପାଇଁ ସରକାରଙ୍କ ନିୟମ ଏବଂ ପ୍ରଶାସନର ଚେଷ୍ଟା ଜୋରଦାର ଚାଲିଥିବା ବେଳେ, କିଛି ଲୋକଙ୍କ ଅହଙ୍କାର, ସ୍ୱାର୍ଥ ତଥା ବିକୃତ ମାନସିକତା ଆଗରେ ସବୁ କିଛି ଫେଲ୍ ମାରିଛି । ପୁଣି ଏମିତି ଏକ ଅପରାଧ…

ପାଞ୍ଚ ଦିନ ପରେ ଆଜି ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ, ରିଲ୍ସ କରୁଥିବା ବେଳେ ଘଟିଥିଲା ଅଘଟଣ

ଖୋର୍ଦ୍ଧା: ପାଞ୍ଚ ଦିନପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ଶେଷରେ ଓମ୍ ପ୍ରକାଶ ରଥଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ମୃତଦେହ ପାଣିରେ ଭାସୁଥିବା ଦେଖି ଓଡ଼୍ରାଫ୍ ଟିମ୍ ଉଦ୍ଧାର କରିଥିଲା । ଗତ ସୋମବାର ଦିନ ରିଲ୍ସ କଲାବେଳେ ଖୋର୍ଦ୍ଧା ତାପଙ୍ଗ ଖଣିରେ ଖସିପଡ଼ିଥିଲେ ଯୁବକ । ଏହାପରେ…

ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ NITରୁ ଅଣାଯାଇଛି ଏକ ସ୍ୱତନ୍ତ୍ର ରୋବଟ, ରିଲ୍ସ କରିବା ସମୟରେ ଘଟିଥିଲା ଅଘଟଣ

ଗଭୀର ପାଣିରେ ଯୁବକ ନିଖୋଜ ଘଟଣାକୁ ୫ ଦିନ ବିତିଯାଇଛି । କିନ୍ତୁ ଏବେ ବି ଉଦ୍ଧାର ହୋଇପାରିଲେନି ନିଖୋଜ ଯୁବକ । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ସହିତ ଓଡ୍ରାଫ, NDRF ଏବଂ ଇଣ୍ଡିଆନ ନାଭି ସାମିଲ ହୋଇଥିଲେ ମଧ୍ୟ ଏବେ ଯାଏଁ ଯୁବକଙ୍କର ପତ୍ତା ମିଳୁନି । ଏନେଇ NITରୁ ଅଣାଯାଇଛି ଏକ…

ନିଖୋଜର ୧୦ ଦିନ ପରେ ମିଳିଲା ମୃତ୍ୟୁଦେହ, ୪ ଛୁଆଙ୍କ ଧରି ଏବେ କେମିତି ଜୀବନ କାଟିବ ସ୍ତ୍ରୀ

କରଞ୍ଜିଆ(କେନ୍ୟୁଜ୍): ନିଖୋଜ ର ୧୦ଦିନ ପରେ ମିଳିଲା ମୃତ୍ୟୁଦେହ । ଏପରି ଘଟଣା ସାମ୍ନାକୁ ଆସିଛି ଯଶୀପୁର ଥାନା ଅନ୍ତର୍ଗତ ଗେନ୍ତେଇସାହିରୁ । ସେହି ଗ୍ରାମର ଧନେଶ୍ୱର ଗୁଆ ନାମକ ଜୈନେକ ଯୁବକ ଗତ ୪ ତାରିଖ ଦିନ ଘର ଆଜବେଷ୍ଟ କିଣିବା ପାଇଁ ସାଙ୍ଗ ପିତାମ୍ବର ବେହେରାଙ୍କ ସହିତ ଘରୁ ୩୦ହଜାର…

୨୦ ବର୍ଷ ପରେ ଘରକୁ ଫେରିଲା ପୁଅ, ପରିବାର ସମେତ ଗାଁରେ ଖୁସିର ଲହରି

ଜଳେଶ୍ବର(କେନ୍ଯୁଜ୍): ୨୦ ବର୍ଷ ପରେ ଘରକୁ ଫେରିଲା ପୁଅ । ଯାହାକୁ ନେଇ ପରିବାରରେ ଖୁସିର ଲହରୀ। ବାଲେଶ୍ଵର ଜଳେଶ୍ଵର ବ୍ଲକ ନାମ୍ପୋ ଗାଁର ସ୍ୱର୍ଗତ ବାଇଧର ମଣ୍ତଳଙ୍କ ପୁଅ ସମ୍ଭୁ, ଗତକାଲି ଘରକୁ ଫରିବା ପରେ ପରିବାର ସମେତ ଗାଁରେ ଖୁସିର ଲହରି ଖେଳିଯାଇଛି । ୨୦ ବର୍ଷ ପୂର୍ବେ ଓ ବାହାଘରର ୨…

ଗତ ଦୁଇ ଦିନ ହେଲା ନିଖୋଜ ଥିବା ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଚିତ୍ରୋତ୍ପଳା ନଦୀ ବନ୍ଧ ପାଖ ଏକ ବୁଦା ମୂଳରୁ ମିଳିଲା…

କେନ୍ଦ୍ରାପଡ଼ା: ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅର୍ଜୁନପୁର ଗାଁର ଶାରଦା ପ୍ରସାଦ। ଗତ ଦୁଇ ଦିନ ତଳେ ରାତିରେ ସେ ଘରୁ କେଉଁଆଡେ ପଳାଇଥିଲେ। ଗତକାଲି ଚିତ୍ରୋତ୍ପଳା ନଦୀ ବନ୍ଧ ପାଖ ଏକ ବୁଦା ମୂଳେ ଶାରଦାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା।…