Below header
Browsing Tag

fraud consultancy

ଚାକିରି ପାଇବ ଯଦି ଶାରୀରିକ ସମ୍ପର୍କ ରଖିବାକୁ ପଡିବ, ଭୁବନେଶ୍ବରର କନ୍‌ସଲଟାନ୍ସି ସଂସ୍ଥା ନାଁରେ ଅଭିଯୋଗ ଆଣିଲେ…

ଭୁବନେଶ୍ବର(କେନ୍ୟୁଜ୍): ସରକାରୀ ଚାକିରି କରାଇ ଦେବାକୁ କହି ଲୁଟୁ ଥିଲେ ଟଙ୍କା । ଏମିତିକି ଚାକିରି ପାଇବାକୁ ହେଲେ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କୁହାଯାଉଥିଲା । ଭୁବନେଶ୍ୱରର ଏକ କନ୍‌ସଲଟାନ୍ସି ସଂସ୍ଥା ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ନାଲକୋ ଓ ଏଜି ଭଳି ସରକାରୀ…

କଟକ: କନସେଲଟେନ୍ସି କମ୍ପାନୀ ନାଁରେ ଠକେଇ ଅଭିଯୋଗ, ଆଉ କିଏ ଟଙ୍କା ନେଇ ତାଙ୍କୁ ବଦନାମ କରାଯାଉଥିବା କହିଲେ ମାଲିକ

କଟକ(କେନ୍ୟୁଜ୍): ଚାକିର କରାଇ ଦେବା ନାଁରେ ଠକେଇ । କଟକର ଏକ କନସେଲଟେନ୍ସି କମ୍ପାନୀ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଛି । ସୋଲାର କମ୍ପାନୀର ଜଣେ ଏଜେଣ୍ଟ ଗାଁରେ ରହୁଥିବା ବେକାରୀଙ୍କୁ ବିଦେଶରେ ଚାକିରି କରାଇ ଦେବାକୁ କହି ୧୭ ହଜାରରୁ ୩୦ ହଜାର ଟଙ୍କା…